ଓଏନ୍‌ଜିସି ହେଲିକପ୍ଟର ଦୁର୍ଘଟଣା : ଉଦ୍ଧାର ପରେ ୪ ଜଣଙ୍କର ମୃତ୍ୟୁ, ୫ ଚିକିତ୍ସାଧୀନ

ନୂଆଦିଲ୍ଳୀ: ଅଏଲ୍‌ ଆଣ୍ଡ୍‌ ନେଚୁରାଲ୍‌ ଗ୍ୟାସ୍‌ (ଓଏନ୍‌ଜିସି)ର ଏକ ହେଲିକପ୍ଟର ମଙ୍ଗଳବାର ଆରବ ସାଗରରେ ଜରୁରୀକାଳୀନ ଅବତରଣ କରୁଥିବା ସମୟରେ ଖସି ପଡ଼ିଛି । ଏହି ହେଲିକପ୍ଟରରେ ୨ ପାଇଲଟଙ୍କ ସମେତ ୯ଜଣ ଥିଲେ ଓ ସେମାନଙ୍କୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ପ‌ରେ ସେମାନଙ୍କୁ ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ୪ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଜାତୀୟ ଗଣମାଧ୍ୟମ ସୂତ୍ରରୁ ପ୍ରାପ୍ତ ଖବର ଅନୁସାରେ ସମସ୍ତଙ୍କୁ ମୁମ୍ବାଇର ନାନାବତୀ … Continue reading ଓଏନ୍‌ଜିସି ହେଲିକପ୍ଟର ଦୁର୍ଘଟଣା : ଉଦ୍ଧାର ପରେ ୪ ଜଣଙ୍କର ମୃତ୍ୟୁ, ୫ ଚିକିତ୍ସାଧୀନ